ଉପା ସରକାରରୁ ମଙ୍ଗଳବାର ଦିନ ତୃଣମୂଳ କଂଗ୍ରେସ ନିଜର ସମର୍ଥନ ଫେରାଇ ନେବବୋଲି ପ୍ରକାଶ କରିଥିବାବେଳେ , ଗତ ସପ୍ତାହରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଇସ୍ତଫା ଦିଅନ୍ତୁ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ଆଜି ଦାବି ହୋଇଛି
ସରକାର ମଲ୍ଟି ବ୍ରାଣ୍ଡ ରିଟେଲରେ 51 ପ୍ରତିଶତ ପୁଞ୍ଜିନିବେଶକୁ ମଞ୍ଜୁରୀ ଦେବାକୁ ବସିଥିବାବେଳେ ଆସନ୍ତା 5 ବର୍ଷରେ ଏହା ରିଟେଲ କ୍ଷେତ୍ରରେ 2.5 ବିଲିୟନରୁ 3 ବିଲିୟନ ଡ଼ଲାର ନିବେଶକୁ ଆକୃଷ୍ଟ କରିପାରେ ବୋଲି ଗବେଷଣା ସଂସ୍ଥା କ୍ରିସଲ୍ ପକ୍ଷରୁ ମଙ୍ଗଳବାର ଦିନ ରିପୋର୍ଟ ପ୍ରକାଶ କରାଯାଇଛି।
12ବର୍ଷ ପରେ ନିଜ ପ୍ରତି ଏଭଳି ଜନ ସମର୍ଥନ ରାଜ୍ୟ କଂଗ୍ରେସକୁ ଉତ୍ସାହିତ କରି ଦେଇଥିଲା । ପରିବର୍ତ୍ତନର ସ୍ଲୋଗାନ ଭିତରେ କଂଗ୍ରେସ ଏପରି କାଣ୍ଡ କରି ବସିଲା,ଯାହା ଏବେ ଚର୍ଚ୍ଚ। ଓ ବିବାଦୀୟ ହୋଇପଡିଛି। ଏସ.ପ୍ରକାଶଙ୍କ ଅନୁଶୀଳନ
ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ରାଜେନ୍ଦ୍ର ପ୍ରସାଦ ଆଶ୍ରମରେ ରହୁଥିଲେ। ଉଜ୍ଜୟିନୀରେ ରହୁଥିଲେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସୂର୍ଯ୍ୟ ନାରାୟଣ ବ୍ୟାସ। ରାଜେନ୍ଦ୍ର ପ୍ରସାଦ ଏବଂ ସୂର୍ଯ୍ୟନାରାୟଣ ବ୍ୟାସଙ୍କ ମଧ୍ୟରେ ଅଗାଢ଼ ବନ୍ଧୁତା ଥିଲା। ଦୁଇ ଜଣଙ୍କ ମ୍ତରେ ଥିଲା ଘନିଷ୍ଠ ଆତ୍ମୀୟତା । ବ୍ୟକ୍ତିଗତ ଭାବେ ଏହି ଦୁଇ ଜଣଙ୍କର ପରସ୍ପର ପ୍ରତି ଅଧିକ ସ୍ନେହ ଏବଂ ଆଦର ମଧ୍ୟ ଥିଲା। ଦୁହଁ ଜଣଙ୍କ ମଧ୍ୟରେ କିଛି ଦିନ ହେବ ସାକ୍ଷାତ କିମ୍ବା ଚିଠି ବିନିମୟ ହୋଇନଥିଲା। ରାଜେନ୍ଦ୍ର ବାବୁଙ୍କର ସ୍ୱାସ୍ଥ୍ୟ ମ୍ତ ଟିକେ ଖରାପ ଥିଲା। ଏହି କ୍ରମରେ ସୂର୍ଯହନାରାୟଣ ବ୍ହାସଙ୍କ ନିକଟକୁ ରାଜେନ୍ଦ୍ର ପ୍ରସାଦ ଯେଉ ଚିଠି ଲେଖତ୍ଥିଲେ, ତାର ଉପସ୍ଥାପନା କରାଗଲା।
.jpg)


ପୂର୍ବତନ ବହିଃ ବ୍ୟାପାର ମନ୍ତ୍ରୀ କେ ନଟବର ସିଂଙ୍କ ପୁତ୍ର ଜଗତ ସିଂହଙ୍କ ନାମରେ ଜାତିସଂଘ ଦୁର୍ନୀତିରେ ଜଡିତ ଥିବା ଅଭିଯୋଗ ଆଣିଥିଲା । ଇରାକରେ ଜାତିସଂଘ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ପାଇଁ ତେଲ ଯୋଜନାର ଦୁର୍ନୀତିରେ ଜଗତ ସିଂହ ଜଡିତ ଥିବା ଅଭିଯୋଗ ଆସିଥିଲା ।
"ଦ ସନଡେ ଇଣ୍ଡିଆନ କେବଳ ଏକ ପତ୍ରିକା ନୁହେଁ, ଏହା ରାଜ୍ୟର ବିଭିନ୍ନ ଘଟଣାର ଏକ ଏନ୍ସାଇକ୍ଲୋପେଡିଆ ମଧ୍ୟ। ଏହାର ଲିଖନ ଶୈୈଳୀ ମଧ୍ୟ ଉଚ୍ଚକୋଟୀର। ପତ୍ରିକାମାନଙ୍କ ମଧ୍ୟରେ ଏହା ଗୋଟିଏ ପାଦ ଆଗରେ।"
"ମହିଳା ନିର୍ଯ୍ୟାତନା ଘଟଣାରେ ଅବହେଳା କଲେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। "

